ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବଡଦିନ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
प्रविष्टि तिथि:
25 DEC 2022 7:37PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବଡଦିନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ପ୍ରଭୁ ଯୀଶୁଙ୍କ ମହାନ ବାଣୀ ସ୍ମରଣ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମେରି କ୍ରିସମସ ! ଏହି ସ୍ୱତନ୍ତ୍ର ଦିନ ଆମ ସମାଜରେ ସଦଭାବ ଓ ଆନନ୍ଦ ସଞ୍ଚରିତ କରୁ । ପ୍ରଭୁ ଯୀଶୁଙ୍କ ମହାନ ବାଣୀକୁ ମନେ ପକାଇବା ଓ ସମାଜର ସେବା ପାଇଁ ଗୁରୁତ୍ୱ ପ୍ରଦାନ କରିବା ।”
SR
(रिलीज़ आईडी: 1886545)
आगंतुक पटल : 190
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam