ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୋଆ ମୁକ୍ତି ଦିବସରେ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
19 DEC 2022 11:31AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ମୁକ୍ତି ଦିବସରେ ଗୋଆର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗୋଆ ମୁକ୍ତି ଦିବସରେ ଗୋଆର ଲୋକଙ୍କୁ ଶୁଭେଚ୍ଛା । ଏହି ଦିନ ଆମେ ସେହି ସମସ୍ତଙ୍କ ସାହସ ଏବଂ ସ୍ମରଣୀୟ ଯୋଗଦାନକୁ ମନେ ପକାଉଛୁ ଯେଉଁମାନେ ଗୋଆକୁ ମୁକ୍ତ କରିବାକୁ ହୋଇଥିବା ଆନ୍ଦୋଳନର ଅଂଶ ଥିଲେ । ଆମେ ସେମାନଙ୍କ ଦର୍ଶନରେ ପ୍ରେରିତ ହେଉଛୁ ଏବଂ ଗୋଆର ବିକାଶ ଦିଗରେ କାର୍ଯ୍ୟ କରୁଛୁ ।”
HS
(रिलीज़ आईडी: 1884824)
आगंतुक पटल : 184
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam