ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବେଞ୍ଜାମିନ ନେତାନ୍ୟାହୁ ଓ ଇସ୍ରାଏଲବାସୀଙ୍କୁ ହନୁକ୍କା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 DEC 2022 9:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଞ୍ଜାମିନ ନେତାନ୍ୟାହୁ ଓ ଇସ୍ରାଏଲବାସୀ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଆଲୋକର ପର୍ବ ପାଳନ କରୁଥିବା ବ୍ୟକ୍ତିମାନଙ୍କୁ ହନୁକ୍କା ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ମୋର ବନ୍ଧୁ ବେଞ୍ଜାମିନ ନେତାନ୍ୟାହୁ, ଇସ୍ରାଏଲର ବନ୍ଧୁ ଓ ବିଶ୍ୱର ବିଭିନ୍ନ ସ୍ଥାନରେ ଆଲୋକର ପର୍ବ ପାଳନ କରୁଥିବା ବ୍ୟକ୍ତିମାନଙ୍କୁ ହନୁକ୍କା ଶୁଭେଚ୍ଛା । ହାଗ ସମେହା ।”

SR


(रिलीज़ आईडी: 1884664) आगंतुक पटल : 168
इस विज्ञप्ति को इन भाषाओं में पढ़ें: Urdu , English , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam