ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦ୍ୱିତୀୟ ଥର ପାଇଁ ତାଓସିଚ୍‍ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଲିଓ ଭରାଦକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 17 DEC 2022 10:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲିଓ ଭାରାଦକରଙ୍କୁ ଦ୍ୱିତୀୟ ଥର ପାଇଁ ତାଓସିଚ୍‍ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦ୍ୱିତୀୟ ଥର ପାଇଁ ତାଓସିଚ୍‍ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଲିଓ ଭାରାଦକରଙ୍କୁ ଅଭିନନ୍ଦନ । ଆମର ଐତିହାସିକ ସମ୍ପର୍କ, ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଆୟର୍ଲାଣ୍ଡ ସହ ବହୁମୁଖୀ ସହଯୋଗକୁ ଅଧିକ ଗୁରୁତ୍ୱ ଦେଉଛୁ । ଆମର ବଢୁଥିବା ଅର୍ଥନୀତିର ପୂର୍ଣ୍ଣ ସମ୍ଭାବନାକୁ ହାସଲ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛୁ ।”

HS


(रिलीज़ आईडी: 1884517) आगंतुक पटल : 189
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Malayalam