ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶାରଦା ମଠ ଅଧ୍ୟକ୍ଷା ପ୍ରବ୍ରଜିକା ଭକ୍ତିପ୍ରାଣା ମାତାଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 12 DEC 2022 11:38AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶାରଦା ମଠ ଅଧ୍ୟକ୍ଷା ପ୍ରବ୍ରଜିକା ଭକ୍ତିପ୍ରାଣା ମାତାଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । 

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ପ୍ରବ୍ରଜିକା ଭକ୍ତିପ୍ରାଣା ମାତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଶ୍ରୀ ଶାରଦା ମଠ ଓ ରାମକୃଷ୍ଣ ଶାରଦା ମିଶନ ମାଧ୍ୟମରେ ସମାଜ ସେବା ପ୍ରତି ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସ୍ମରଣୀୟ ରହିବେ । ମଠର ସମସ୍ତ ସଦସ୍ୟ ଓ ଶ୍ରଦ୍ଧାଳୁମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”

 

SR


(ରିଲିଜ ଆଡି: 1882721) ପରିଦର୍ଶକ କାଉଣ୍ଟର : 184