ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ପାଦନ ଜଗତରେ ଭାରତ ଲଗାତାର ଭାବେ ଅଗ୍ରଗତି ଜାରି ରଖିଛି: ପ୍ରଧାନମନ୍ତ୍ରୀ
ଏପ୍ରିଲ ରୁ ଅକ୍ଟୋବର ମଧ୍ୟରେ ବର୍ଷକୁ ବର୍ଷ ଫୋନ ରପ୍ତାନି ଦୁଇଗୁଣରୁ ଅଧିକ ବୃଦ୍ଧି ହେବାରେ ଲାଗିଛି
प्रविष्टि तिथि:
29 NOV 2022 6:08PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ରୁ ଅକ୍ଟୋବର ମଧ୍ୟରେ ବର୍ଷକୁ ବର୍ଷ ଫୋନ ରପ୍ତାନିରେ ଦୁଇଗୁଣରୁ ଅଧିକ ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି କାରଣ ମୋବାଇଲ୍ ଫୋନ୍ ରପ୍ତାନି ୭ ମାସ ମଧ୍ୟରେ ୫ ବିଲିୟନ ଡ଼ଲାରରେ ପହଞ୍ଚିଛି । ଗତ ବର୍ଷର ସମାନ ଅବଧି ତୁଳନାରେ ଭାରତର ଏହା ଦୁଇ ଗୁଣ ୨.୨ ବିଲିୟନ ଡ଼ଲାରରୁ ଅଧିକ ଅଟେ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଏକ ଟୁଇଟ ଉପରେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇଛନ୍ତି:
“ଭାରତ ଉତ୍ପାଦନ ଜଗତରେ ଲଗାତାର ଅଗ୍ରଗତି ଜାରି ରଖିଛି ।”
HS
(रिलीज़ आईडी: 1879890)
आगंतुक पटल : 190
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam