ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାଶୀ ତାମିଲ ସଙ୍ଗମମ୍ ଉପରେ ଲୋକଙ୍କ ମତାମତ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକି୍ରୟା
କାଶୀ ତାମିଲ ସଙ୍ଗମମ୍ ଏଭଳି ଏକ ଅତ୍ୟନ୍ତ ଅଭିନବ କାର୍ଯ୍ୟକ୍ରମ ଯାହା ସାଂସ୍କୃତିକ ବିନିମୟକୁ ଆହୁରି ବୃଦ୍ଧି କରିବ ଏବଂ ଭାରତର ସାଂସ୍କୃତିକ ବିବିଧତାର ଉତ୍ସବ ପାଳନ କରିବ: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 NOV 2022 9:56AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା କାଶୀ ତାମିଲ ସଙ୍ଗମମ୍ ଉପରେ ନାଗରିକଙ୍କ ପ୍ରତିକି୍ରୟାଗୁଡ଼ିକୁ ନେଇ ପ୍ରଧାନମନ୍ତ୍ରୀ ଆଜି ଜବାବ ରଖିଛନ୍ତି । ଦେଶର ଦୁଇଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ତଥା ପ୍ରାଚୀନ ଶୈଖିକ ସ୍ଥାନ ତାମିଲନାଡୁ ଓ କାଶୀ ମଧ୍ୟରେ ଥିବା ପୁରୁଣା ସମ୍ପର୍କକୁ ପୁନଃ ପୁଷ୍ଟି ଏବଂ ସମୃଦ୍ଧ କରିବା ଲାଗି ଉଦ୍ଦିଷ୍ଟ ଏହି ପଦକ୍ଷେପକୁ ନେଇ ନାଗରିକମାନେ ଉତ୍ସାହଜନକ ଭାବେ ପ୍ରତିକି୍ରୟା ପ୍ରକାଶ କରିଛନ୍ତି ।
କାଶୀ ଓ ତାମିଲନାଡୁର ମହାନ ଐତିହ୍ୟ ଉପରେ ଲୋକଙ୍କ ମତାମତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପ୍ରତିକି୍ରୟା ପ୍ରକାଶ କରିଛନ୍ତି ।
SR
(ରିଲିଜ ଆଡି: 1877467)
ପରିଦର୍ଶକ କାଉଣ୍ଟର : 168
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam