ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତେଲୁଗୁ ସୁପରଷ୍ଟାର କ୍ରିଷ୍ଣା ଗାରୁଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 15 NOV 2022 1:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲୁଗୁ ସୁପରଷ୍ଟାର କ୍ରିଷ୍ଣା ଗାରୁଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । କ୍ରିଷ୍ଣା ଗାରୁଙ୍କ ବିୟୋଗ ସିନେମା ଓ ମନୋରଞ୍ଜନ ଜଗତ ପାଇଁ ଏକ ବିରାଟ କ୍ଷତି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“କ୍ରିଷ୍ଣା ଗାରୁ ଜଣେ କିମ୍ବଦନ୍ତୀ ସୁପରଷ୍ଟାର ଥିଲେ । ବିଭିନ୍ନ ଭୂମିକାରେ ଅଭିନୟ ସାଙ୍ଗକୁ ଆକର୍ଷଣୀୟ ବ୍ୟକ୍ତିତ୍ୱ ଯୋଗୁଁ ସେ ଲୋକଙ୍କ ହୃଦୟ ଜିତି ପାରିଥିଲେ । ତାଙ୍କ ବିୟୋଗ ସିନେମା ଓ ମନୋରଞ୍ଜନ ଜଗତ ପାଇଁ ଏକ ବିରାଟ କ୍ଷତି । ଦୁଃଖର ଏହି ମୂହୁର୍ତ୍ତରେ @urstrulyMahesh ଓ ତାଙ୍କ ସମ୍ପୂର୍ଣ୍ଣ ପରିବାରକୁ ସମବେଦନା । ଓମ ଶାନ୍ତି ।

 

SR


(रिलीज़ आईडी: 1876123) आगंतुक पटल : 153
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam