ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ରାଧା ସ୍ୱାମୀ ସତସଙ୍ଗ ବ୍ୟାସ ପରିଦର୍ଶନ

प्रविष्टि तिथि: 05 NOV 2022 8:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଧା ସ୍ୱାମୀ ସତସଙ୍ଗ ବ୍ୟାସ ପରିଦର୍ଶନ କରିଛନ୍ତି । ସେଠାରେ ସେ ବାବା ଗୁରିନ୍ଦର ସିଂହ ଢିଲୋଁଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଦେଖିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ରାଧା ସ୍ୱାମୀ ସତସଙ୍ଗ ବ୍ୟାସ ପରିଦର୍ଶନ ଓ ସେମାନେ କରୁଥିବା ନିଆରା କାର୍ଯ୍ୟ ଦେଖିବାର ସୁଯୋଗ ପାଇ ଆନନ୍ଦିନ । ପ୍ରଶଂସନୀୟ ତଥା ପ୍ରେରଣାଦାୟୀ ସେବା ମନୋଭାବ ସମ୍ପନ୍ନ ବାବା ଗୁରିନ୍ଦର ସିଂହ ଢିଲୋଁଙ୍କ ସହ ଏକ ଭାବପୂର୍ଣ୍ଣ ଆଲୋଚନା ମଧ୍ୟ ହେଲା ।” 

 

SR


(रिलीज़ आईडी: 1874105) आगंतुक पटल : 142
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam