ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଇସିସି ଟି୨୦ ମ୍ୟାଚ ବିଜେତା ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ବଳିଷ୍ଠ ଇନିଂସ ପାଇଁ ବିରାଟ କୋହଲିଙ୍କୁ ପ୍ରଶଂସା
Posted On:
26 OCT 2022 5:45PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଇସିସି ଟି୨୦ ମ୍ୟାଚରେ ପାକିସ୍ତାନ ବିରୋଧରେ ଲଢୁଆ ବିଜୟ ପାଇଁ ଭାରତୀୟ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଭାରତୀୟ ଦଳ ଲଢୁଆ ବିଜୟ ହାସଲ କଲା ! ଆଜିର ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ଅଭିନନ୍ଦନ । ଉଲ୍ଲେଖନୀୟ ଇନିଂସ ଖେଳି ନିଜ ଦୃଢତାର ପ୍ରଦର୍ଶନ କରିଥିବାରୁ @imVkohliଙ୍କୁ ଧନ୍ୟବାଦ । ଆଗାମୀ ଖେଳଗୁଡିକ ପାଇଁ ଶୁଭେଚ୍ଛା ।”
SR
(Release ID: 1871001)
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam