ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଶମ ଟୋପି ବୁଣିବା ଅଭିଯାନ ପାଇଁ ବାୟୁସେନା ପତ୍ନୀ କଲ୍ୟାଣ ସଂଘକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 OCT 2022 10:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାୟୁସେନା ପତ୍ନୀ କଲ୍ୟାଣ ସଂଘ (ଏଫ୍‍ଡବ୍ଲ୍ୟୁଡବ୍ଲ୍ୟୁଏ) ପ୍ରୟାସକୁ ପ୍ରଶଂସା କରିଛନ୍ତି, ଯେଉଁମାନେ ଦେଶର ସମସ୍ତ ବାନ୍ଧବୀଙ୍କ ଦ୍ୱାରା ଏକ ବିରାଟ ପଶମ ଟୋପି ବୁଣିବା ଅଭିଯାନ କରିଥିଲେ ଏବଂ ସେଗୁଡିକୁ ଅବହେଳିତ ଲୋକଙ୍କୁ ବାଣ୍ଟିବା ଉଦ୍ଦେଶ୍ୟରେ ଏହା କରିଥିଲେ ସମସ୍ତ ବାନ୍ଧବୀଙ୍କ ଦ୍ୱାରା ସମୁଦାୟ ୪୧୫୪୧ ଟି ଟୋପି ବୁଣା ହୋଇଥିଲା

ଭାରତୀୟ ବାୟୁସେନାର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ପ୍ରଶଂସନୀୟ ଉଦ୍ୟମ

HS


(ରିଲିଜ ଆଡି: 1868468) ପରିଦର୍ଶକ କାଉଣ୍ଟର : 160