ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆୟୁଷ୍ମାନ ଭାରତ ଯୋଜନା ଉପରେ ନାଗରିକଙ୍କ ପ୍ରତିକ୍ରିୟାକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2022 8:46PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଯୋଜନାରେ ଭାରତର ସମସ୍ତ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମାରେ ସାମିଲ ସଂକ୍ରାନ୍ତରେ ନାଗରିକମାନଙ୍କ ମତାମତକୁ ସେୟାର କରିଛନ୍ତି । ଏହି ଯୋଜନାର ଲାଭ ସମଗ୍ର ଭାରତରେ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ।

ଜଣେ ନାଗରିକଙ୍କ ଟୁଇଟ୍‍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଏହା ସମ୍ପୂର୍ଣ୍ଣ ଅଟେ । ଗୁରୁତ୍ୱପୂର୍ଣ୍ଣ ଯେ ସମଗ୍ର ଭାରତରେ ଏହି ଯୋଜନାର ଲାଭ ସମାନ ଭାବରେ ମିଳିପାରିବ ।”

HS


(ରିଲିଜ ଆଡି: 1865692) ପରିଦର୍ଶକ କାଉଣ୍ଟର : 176