ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱଚ୍ଛ ଭାରତ ପ୍ରତି ସେମାନଙ୍କର ଉତ୍ସାହ ଏବଂ ଦୂରଦୃଷ୍ଟି ପାଇଁ ଲଦାଖର ତୁରତୁକ୍‍ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2022 10:04AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ପ୍ରତି ଥିବା ଉତ୍ସାହ ଏବଂ ଦୂରଦୃଷ୍ଟି ପାଇଁ ଲଦାଖର ତୁରତୁକ୍‍ ।।ସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଏଏନଆଇ ସମ୍ବାଦ ସଂସ୍ଥାର ଏକ ଖବର ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ମୁଁ ଲଦାଖର ତୁରତୁକ୍‍ବାସୀଙ୍କୁ ସେମାନଙ୍କର ଉତ୍ସାହ ଏବଂ ଦୂରଦୃଷ୍ଟି ପାଇଁ ଅଭିନନ୍ଦନ ଜଣାଉଛି ଯେଉଁଥିରେ ସେମାନେ ଭାରତକୁ ସ୍ୱଚ୍ଛ ରଖିବା ପାଇଁ ଏକାଠି ହୋଇଛନ୍ତି

HS


(ରିଲିଜ ଆଡି: 1865484) ପରିଦର୍ଶକ କାଉଣ୍ଟର : 211