ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେଏସଆର ବେଙ୍ଗାଲୁରୁ ଷ୍ଟେସନରେ ପ୍ଲାଷ୍ଟିକ ଏବଂ ପ୍ଲାଷ୍ଟିକ ବୋତଲରୁ ର୍ନିମିତ ମୂର୍ତ୍ତି ପାଇଁ ରେଳବାଇକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
06 OCT 2022 10:02AM by PIB Bhubaneswar
ପ୍ରଧାନମନ୍ତ୍ରୀ କେଏସଆର ବେଙ୍ଗାଲୁରୁ ଷ୍ଟେସନରେ ପ୍ଲାଷ୍ଟିକ ଏବଂ ପ୍ଲାଷ୍ଟିକ ବୋତଲରୁ ର୍ନିମିତ ମୂର୍ତ୍ତି ପାଇଁ ଦକ୍ଷିଣ ପଶ୍ଚିମ ରେଳବାଇକୁ ପ୍ରଶଂସା କରିଛନ୍ତି ।
ସେମାନଙ୍କ ଟୁଇଟ୍କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଏଭଳି ପ୍ରୟାସ କେବଳ ଅଭିନବ ଏବଂ ପ୍ରଶଂସନୀୟ ନୁହେଁ ବରଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମ ପରିବେଶ ତଥା ସର୍ବସାଧାରଣ ସ୍ଥାନଗୁଡିକ ସଫା ରଖିବା ପାଇଁ ଆମର ମୌଳିକ ସାମାଜିକ କର୍ତ୍ତବ୍ୟ ବିଷୟରେ ମନେ ପକାଇଥାଏ ।”
HS
(ରିଲିଜ ଆଡି: 1865483)
ପରିଦର୍ଶକ କାଉଣ୍ଟର : 196
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam