ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସକ୍ରିୟ ଆର୍ନ୍ତଜାତୀୟ କ୍ରୀଡାବିତ୍‍ ଭାବରେ ଭାରତୀୟ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ ତୃତୀୟ ସର୍ବାଧିକ ସ୍କୋରର ଭାବରେ ମାନ୍ୟତା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 28 SEP 2022 11:20PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀଙ୍କୁ ସକ୍ରିୟ ପୁରୁଷ ଅନ୍ତର୍ଜାତୀୟ ଖେଳାଳି ଭାବରେ ତୃତୀୟ ସର୍ବାଧିକ ସ୍କୋରର ମାନ୍ୟତା ନେଇ ଖୁସି ବ୍ୟକ୍ତ କରିଛନ୍ତି

ଫିଫା ବିଶ୍ୱକପର ଏକ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

ଧନ୍ୟବାଦ ସୁନୀଲ ଛେତ୍ରୀ! ଏହା ନିଶ୍ଚିତ ଭାବରେ ଭାରତରେ ଫୁଟବଲର ଲୋକପ୍ରିୟତା ବଢାଇବ   @chetrisunil11 ⚽️ IN"

HS


(रिलीज़ आईडी: 1864145) आगंतुक पटल : 168
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam , Malayalam