ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହୃଦୟନାଥ ମଙ୍ଗେଶକରଙ୍କ ଟୁଇଟ୍‍କୁ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 29 SEP 2022 9:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଲତା ମଙ୍ଗେଶକର ଚୌକର ଉଦଘାଟନ ଅବସରରେ ସ୍ୱର୍ଗତା ଲତା ମଙ୍ଗେଶକରଙ୍କ ସାନଭାଇ ହୃଦୟନାଥ ମଙ୍ଗେଶକରଙ୍କ ଏକ ଧନ୍ୟବାଦ ଟୁଇଟକୁ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଲତା ଦିଦି ଭଗବାନ୍ ଶ୍ରୀ ରାମଙ୍କର ଜଣେ ବଡ ଭକ୍ତ ଏବଂ ପବିତ୍ର ଅଯୋଧ୍ୟା ସହରରେ ତାଙ୍କ ନାମରେ ଏକ ଚୌକ ରହିବା ଯୁକ୍ତିଯୁକ୍ତ

ହୃଦୟନାଥ ମଙ୍ଗେଶକରଙ୍କ ଏକ ଟୁଇଟର ଉଦ୍ଧୃତ କରି ଟୁଇଟ୍‍ କରିଛନ୍ତି;

ଲତା ଦିଦି  ଭଗବାନ୍  ଶ୍ରୀ ରାମଙ୍କର ଜଣେ ବଡ ଭକ୍ତ ଥିଲେ ଏବଂ ପବିତ୍ର ଅଯୋଧ୍ୟା ସହରରେ ତାଙ୍କ ନାମରେ ଏକ ଚୌକ ରହିବା ଠିକ୍ ଅଟେ ।“

HS


(ରିଲିଜ ଆଡି: 1864143) ପରିଦର୍ଶକ କାଉଣ୍ଟର : 143