ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାମୋ ଆପରେ ୨୫ ସେପ୍ଟେମ୍ବର ୨୦୨୨ ‘ମନ୍ କି ବାତ୍‍' ଉପରେ ଆଧାରିତ କୁଇଜରେ ଭାଗ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 28 SEP 2022 8:53AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାମୋ ଆପରେ ୨୫ ସେପ୍ଟେମ୍ବର ୨୦୨୨ ‘ମନ କି ବାତ୍‍' ଉପରେ ଆଧାରିତ କୁଇଜରେ ଭାଗ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଚଳିତ ମାସର ମନ କି ବାତ୍‍ ବନ୍ୟଜନ୍ତୁ ଠାରୁ ଆରମ୍ଭ କରି ପରିବେଶ ତଥା ସଂସ୍କୃତି ଠାରୁ ଆରମ୍ଭ କରି ଭାରତର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ ବିଷୟବସ୍ତୁ ଉପରେ ଆଲୋକପାତ କରିଛି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ସମ୍ପ୍ରତି ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଆମେ ବନ୍ୟଜନ୍ତୁ ଠାରୁ ଆରମ୍ଭ କରି ପରିବେଶ ଏବଂ ସଂସ୍କୃତି ଠାରୁ ଆରମ୍ଭ କରି ଭାରତର ସମୃଦ୍ଧ ଇତିହାସ ପର୍ଯ୍ୟନ୍ତ ବିଷୟଗୁଡିକୁ ଆବୃତ କରିଛୁ । ନମୋ ଆପ୍‍ରେ ଏକ ମଜାଦାର କୁଇଜ୍ ଅଛି ଯେଉଁଥିରେ ମୁଁ ଆପଣ ସମସ୍ତଙ୍କୁ ଭାଗ ନେବାକୁ ଅନୁରୋଧ କରୁଛି ।”

HS


(रिलीज़ आईडी: 1863143) आगंतुक पटल : 161
इस विज्ञप्ति को इन भाषाओं में पढ़ें: Tamil , Telugu , Assamese , Bengali , English , Urdu , Marathi , हिन्दी , Manipuri , Punjabi , Gujarati , Kannada , Malayalam