ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀମନ୍ତ ଛତ୍ରପତି ଶିବାଜୀରାଜେ ଭୋସଲେ ଜୀଙ୍କର ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 SEP 2022 10:48AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମନ୍ତ ଛତ୍ରପତି ଶିବାଜୀରାଜେ ଭୋସଲେ ଜୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ ସେ ଜଣେ ଉଜ୍ୱଳ ଏବଂ ବହୁମୁଖୀ ବ୍ୟକ୍ତିତ୍ୱ ଯିଏ ଲୋକଙ୍କ ପାଇଁ ଅନେକ କାର୍ଯ୍ୟ କରିଥିଲେ

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଶ୍ରୀମନ୍ତ ଛତ୍ରପତି ଶିବାଜୀରାଜେ ଭୋସଲେ ଜୀଙ୍କ ଦେହାନ୍ତରେ ଦୁଃଖିତ ସେ ଜଣେ ଉଜ୍ୱଳ ତଥା ବହୁମୁଖୀ ବ୍ୟକ୍ତିତ୍ୱ ଯିଏ ଲୋକଙ୍କ ପାଇଁ ଅନେକ କାର୍ଯ୍ୟ କରିଥିଲେ ସେ ସତାରାର ଅଗ୍ରଗତି ଦିଗରେ ବହୁ ଅବଦାନ ରଖିଥିଲେ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କୁ ସମବେଦନା ଓମ ଶାନ୍ତି

HS


(ରିଲିଜ ଆଡି: 1859447) ପରିଦର୍ଶକ କାଉଣ୍ଟର : 187