ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମୁମ୍ବାଇର ଜୁହୁ ବେଳାଭୂମିରେ ଆୟୋଜିତ କ୍ଲିନାଥନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 SEP 2022 8:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇର ଜୁହୁ ବେଳାଭୂମିରେ ଆୟୋଜିତ କ୍ଲିନାଥନ୍ ଉପରେ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ଏକ ଟୁଇଟ୍କୁ ସେୟାର କରି ଏହାର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି କ୍ଲିନାଥନ୍ରେ ସାମିଲ ସମସ୍ତ ଲୋକଙ୍କୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଆମର ଉପକୂଳକୁ ସଫା ରଖିବା ଉପରେ ଧ୍ୟାନ ଦେବା ଜରୁରୀ ଅଟେ

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ପ୍ରଶଂସନୀୟ ... ଏହି ପ୍ରୟାସରେ ଜଡିତ ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି

ଏକ ଦୀର୍ଘ ଏବଂ ସୁନ୍ଦର ଉପକୂଳ ସହିତ ଭାରତ ଆଶୀର୍ବାଦ ପ୍ରାପ୍ତ ହୋଇଛି ଏବଂ ଆମର ଉପକୂଳକୁ ସଫା ରଖିବା ଉପରେ ଧ୍ୟାନ ଦେବା ଜରୁରୀ ଅଟେ

HS


(ରିଲିଜ ଆଡି: 1858887) ପରିଦର୍ଶକ କାଉଣ୍ଟର : 133