ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେନିଆର ରାଷ୍ଟ୍ରପତି ଭାବରେ ର୍ନିବାଚିତ ହୋଇଥିବାରୁ ମାନ୍ୟବର ୱିଲିୟମ୍ ଏସ୍ ରୁଟୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
07 SEP 2022 5:46PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନିଆର ରାଷ୍ଟ୍ରପତି ଭାବରେ ର୍ନିବାଚିତ ହୋଇଥିବାରୁ ମାନ୍ୟବର ୱିଲିୟମ୍ ଏସ୍ ରୁଟୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“କେନିଆର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ୱିଲିୟମ ରୁଟୋଙ୍କୁ ଅଭିନନ୍ଦନ । ଆମର ଐତିହାସିକ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ମୁଁ ତାଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି ।”
HS
(ରିଲିଜ ଆଡି: 1858210)
ପରିଦର୍ଶକ କାଉଣ୍ଟର : 135
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam