ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

“ଭାରତ ପାଇଁ ଏକ ଐତିହାସିକ ଦିନ !”

प्रविष्टि तिथि: 03 SEP 2022 9:36AM by PIB Bhubaneshwar

ଗତକାଲି ଆଇଏନଏସ ବିକ୍ରାନ୍ତରେ ଆରୋହଣ କରିବାର ଗୌରବକୁ ପ୍ରଧାନମନ୍ତ୍ରୀ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆଇଏନଏସ ବିକ୍ରାନ୍ତରେ ଆରୋହଣ କରିବାର ଗୌରବ ସମ୍ପର୍କରେ ଉଲ୍ଲେଖ କରିବା ସହ ଏକ ଭିଡିଓ ଶେୟାର କରିଛନ୍ତି । 

 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, 

“ଭାରତ ପାଇଁ ଏକ ଐତିହାସିକ ଦିନ ! 

ଗତକାଲି ଆଇଏନଏସ ବିକ୍ରାନ୍ତରେ ଆରୋହଣ କରିବାର ଗର୍ବିତ ଭାବନାକୁ ଶବ୍ଦରେ ପ୍ରକାଶ କରି ହେବନାହିଁ ।” 

 

 

SR


(रिलीज़ आईडी: 1856510) आगंतुक पटल : 188
इस विज्ञप्ति को इन भाषाओं में पढ़ें: English , हिन्दी , Marathi , Manipuri , Punjabi , Gujarati , Tamil , Kannada , Telugu , Urdu , Bengali , Assamese , Malayalam