ପୋଷ୍ଟ କରାଯିବା ଦିନାଙ୍କ:
28 AUG 2022 11:56PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆ କପ୍ ୨୦୨୨ରେ ପାକିସ୍ତାନ ବିପକ୍ଷରେ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଟିମ୍ ଇଣ୍ଡିଆ ଆଜିର ଏସିଆ କପ୍ ୨୦୨୨ ମ୍ୟାଚ୍ରେ ଏକ ଚମତ୍କାର ଅଲରାଉଣ୍ଡ୍ ପ୍ରଦର୍ଶନ କରିଛି । ଦଳ ଚମତ୍କାର ଦକ୍ଷତା ଏବଂ କୌଶଳ ପ୍ରଦର୍ଶନ କରିଛି । ବିଜୟ ପାଇଁ ସେମାନଙ୍କୁ ଅଭିନନ୍ଦନ ।”
HS