ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ୟାଡମିଣ୍ଟନ୍ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଟ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କ ପାଇଁ ଗର୍ବିତ ଅନୁଭବ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 AUG 2022 4:40PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ୍ ସିଡବ୍ଲ୍ୟୁଜି ୨୦୨୨ ରେ ବ୍ୟାଡମିଣ୍ଟନ୍ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଟ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ବ୍ୟାଡମିଣ୍ଟନ୍ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ଟ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କ ପାଇଁ ଗର୍ବିତ ସିଡବ୍ଲ୍ୟୁଜି ଯିବା ପୂର୍ବରୁ ଟ୍ରିସା ମୋତେ ଗାୟତ୍ରୀଙ୍କ ସହ ଥିବା ବନ୍ଧୁତା ବିଷୟରେ କହିଥିଲେ କିନ୍ତୁ ସେ ପଦକ ଜିତିଲେ ତାହାକୁ କିପରି ପାଳନ କରିବେ ସେ ବିଷୟରେ ସେ ନିଶ୍ଚିତ ନୁହଁନ୍ତି ମୋର ବିଶ୍ୱାସ ସେ ବର୍ତ୍ତମାନ ତାଙ୍କର ଯୋଜନା ପ୍ରସ୍ତୁତ କରିଥିବେ :)”

HS


(ରିଲିଜ ଆଡି: 1850928) ପରିଦର୍ଶକ କାଉଣ୍ଟର : 189