ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରୋଞ୍ଜ ପଦକ ଜିତିବା ପାଇଁ ଟେବୁଲ୍ ଟେନିସ୍ ଖେଳାଳି ସାଥିଆନ୍ ଗଣଶେଖରନଙ୍କ ଦୃଢତା ଏବଂ ଉତ୍ସର୍ଗତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 AUG 2022 3:12PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ପୁରୁଷ ସିଙ୍ଗଲ୍ସ ଟେବୁଲ ଟେନିସରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ଟେବୁଲ ଟେନିସ ଖେଳାଳି ସାଥିଆନ ଗଣଶେଖରନଙ୍କ ଦୃଢତା ଏବଂ ଉତ୍ସର୍ଗୀକୃତତାକୁ ପ୍ରଶଂସା କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ସିଡବ୍ଲ୍ୟଜି ରେ ସାଥିଆନଙ୍କ ଚମତ୍କାର ପ୍ରଦର୍ଶନ ଟେବୁଲ୍ ଟେନିସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ତାଙ୍କର ଦୃଢତା ଏବଂ ନିଷ୍ଠା ପାଇଁ ସେ ପ୍ରଶଂସିତ ମୁଁ ନିଶ୍ଚିତ ଯେ ସେ ଆଗାମୀ ପ୍ରତିଯୋଗିତାରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିବେ #Cheer4India"

HS


(ରିଲିଜ ଆଡି: 1850238) ପରିଦର୍ଶକ କାଉଣ୍ଟର : 162