ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମିକ୍ସଡ ଡବଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଶରଥ କମଲ ଏବଂ ଶ୍ରୀଜା ଆକୁଲାଙ୍କ ଗୌରବ ଏବଂ ଦୃଢତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 AUG 2022 5:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ମିକ୍ସଡ ଡବଲ୍ସ ଟେବୁଲ ଟେନିସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶରଥ କମଲ ଏବଂ ଶ୍ରୀଜା ଆକୁଲାଙ୍କୁ ପ୍ରଶଂସା କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଏକାଠି ଖେଳିବା ଏବଂ ଜିତିବାର ନିଜସ୍ୱ ଆନନ୍ଦ ରହିଛି ଶରଥ କମଲ ଏବଂ ଶ୍ରୀଜା ଆକୁଲା ଉନ୍ନତ ଦଳଗତ ପ୍ରଦର୍ଶନ ସହିତ ମିକ୍ସଡ୍ଡବଲ ଟେବୁଲ ଟେନିସ୍ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ମୁଁ ସେମାନଙ୍କର ଗୌରବ ଦୃଢତାକୁ ପ୍ରଶଂସା କରୁଛି ଶରଥ ଅଂଶଗ୍ରହଣ କରିଥିବା ସିଡବ୍ଲ୍ୟୁଜିର ସମସ୍ତ ପ୍ରତିଯୋଗିତାର ଫାଇନାଲରେ ପହଞ୍ଚିବା ଅତ୍ୟନ୍ତ ଉଲ୍ଲେଖନୀୟ

HS


(ରିଲିଜ ଆଡି: 1849890) ପରିଦର୍ଶକ କାଉଣ୍ଟର : 175