ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପାରା ଟେବୁଲ ଟେନିସରେ କାଂସ୍ୟ ପଦକ ବିଜୟ ପାଇଁ ସୋନାଲ ପଟେଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
07 AUG 2022 8:38AM by PIB Bhubaneshwar
ବର୍ମିଙ୍ଗହାମ ସିଡବ୍ଲୁ୍ୟଜି ୨୦୨୨ରେ ପାରା ଟେବୁଲ ଟେନିସରେ କାଂସ୍ୟ ପଦକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋନାଲ ପଟେଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
‘‘ଯେତେବେଳେ ପ୍ରତିଭା, ସ୍ୱଭାବ ଓ ଦୃଢ଼ ଇଚ୍ଛାଶକ୍ତି ଏକାଠି ହୋଇଯାଆନ୍ତି, କିଛି ବି ଅସମ୍ଭବ ହୋଇ ନ ଥାଏ । ସୋନାଲ ପଟେଲ ପାରା ଟେବୁଲ ଟେନିସରେ କାଂସ୍ୟ ପଦକ ଜିତି ଏହାକୁ ପ୍ରମାଣିତ କରିଛନ୍ତି । ତାଙ୍କୁ ଶୁଭେଚ୍ଛା । ମୁଁ ପ୍ରାର୍ଥନା କରୁଛି ଯେ ଆଗାମୀ ଦିନରେ ସେ ଆହୁରି ସଫଳତା ପାଇବା ଜାରି ରଖନ୍ତୁ । ଚିୟରଫର୍ ଇଣ୍ଡିଆ ।’’
SR
(Release ID: 1849543)
Visitor Counter : 138
Read this release in:
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam