ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମ୍ମାନଜନକ ରୌପ୍ୟ ପଦକ ବିଜେତା ରେସ ୱାକିଂ ଚାମ୍ପିଅନ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 06 AUG 2022 6:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରେସ ୱାକିଂ ଚାମ୍ପିଅନ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ରୌପ୍ୟ ପଦକ ଜିତିବା ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆମ ଜାତୀୟ ରେସ ୱାକିଂ ଚାମ୍ପିଅନ ପ୍ରିୟଙ୍କା ଗୋସ୍ୱାମୀ ସମ୍ମାନଜନକ ରୌପ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଉଛି । ଏହି ପଦକ ଭାରତୀୟ ଯୁବପୀଢିଙ୍କୁ ଏହି କ୍ରୀଡାରେ ଭାଗ ନେବାକୁ ପ୍ରେରିତ କରିବ । ଆଗାମୀ ଦିନରେ ସେ ସଫଳତାର ନୂତନ ଦିଗନ୍ତ ହାସଲ କରନ୍ତୁ ବୋଲି କାମନା ।#Cheer4India”  

 

SR


(रिलीज़ आईडी: 1849245) आगंतुक पटल : 115
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam