ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଟେବଲ ଟେନିସରେ ସ୍ୱର୍ଣ୍ଣପଦକ ବିଜେତା ଜି. ସାଥିୟାଁ, ହରମିତ ଦେଶାଇ, ଶରତ କମଲ ଓ ସାନିଲ ସେଟ୍ଟିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 02 AUG 2022 9:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଟେବଲ ଟେନିସରେ ସ୍ୱର୍ଣ୍ଣପଦକ ଜିତିଥିବା ଜି.ସାଥିୟାଁ, ହରମିତ ଦେଶାଇ, ଶରତ କମଲ ଓ ସାନିଲ ସେଟ୍ଟିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଟେବଲ ଟେନିସରୁ ଖୁସି ଖବର ! ଜି. ସାଥିୟାଁ, ହରମିତ ଦେଶାଇ, ଶରତ କମଲ ଓ ସାନିଲ ସେଟ୍ଟିଙ୍କ ଶକ୍ତିଶାଳୀ ଦଳ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଶୁଭେଚ୍ଛା । ଦକ୍ଷତା ହେଉ ଅବା ସଂକଳ୍ପ ଏହି ଦଳ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛି । ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା ।     

SR



(Release ID: 1847779) Visitor Counter : 83