ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅରୁଣାଚଳ ପ୍ରଦେଶର ଭଉଣୀମାନେ ଏକ ତାମିଲ ଦେଶପ୍ରେମ ଗୀତ ଗାଇବା ପରେ ଆନନ୍ଦ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
20 JUL 2022 3:12PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳୀ ଭଉଣୀମାନେ ସୁବ୍ରମଣ୍ୟ ଭାରତୀଙ୍କ ଏକ ତାମିଲ ଦେଶଭକ୍ତି ଗୀତ ଗାଇବାରେ ଖୁସି ବ୍ୟକ୍ତ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଏହା ଦେଖି ମୁଁ ଆନନ୍ଦିତ ଏବଂ ଗର୍ବିତ । ତାମିଲରେ ଗୀତ ଗାଇ ‘ଏକ ଭରତ, ଶ୍ରେଷ୍ଠ ଭାରତ\'ର ଆବେଗକୁ ଆଗକୁ ବଢାଇବା ପାଇଁ ଅରୁଣାଚଳ ପ୍ରଦେଶରୁ ଆମର ଯୁବ ଶକ୍ତିର ଏହି ଉଜ୍ଜ୍ୱଳ ତାରକାଙ୍କୁ ସଲାମ ।”
HS
(रिलीज़ आईडी: 1843276)
आगंतुक पटल : 152
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam