ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୫ବର୍ଷ ପୂରଣ ହୋଇଥିବାରୁ ଜିଏସଟିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2022 2:27PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜିଏସଟିକୁ ୫ବର୍ଷ ପୂରଣ ନେଇ ପ୍ରଶଂସା କରିବା ସହ କହିଛନ୍ତି ଯେ ଏହା ହେଉଛି ଏକ ପ୍ରମୁଖ ଟିକସ ସଂସ୍କାର ଯାହା "ସହଜ ବ୍ୟବସାୟ" କୁ ଆଗକୁ ବଢାଇଛି ଏବଂ "ଗୋଟିଏ ଦେଶ, ଗୋଟିଏ ଟିକସ" ଆଭିମୁଖ୍ୟକୁ ପୂରଣ କରିଛି ।

ମାଇଁଗଭ୍‍ର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆମେ ୫ବର୍ଷ ପୂରଣ କରିଛୁ, ଏକ ପ୍ରମୁଖ ଟିକସ ସଂସ୍କାର ଯାହା ବ୍ୟବସାୟର ସହଜତାକୁ ଆଗକୁ ବଢାଇବା ଏବଂ ‘ଗୋଟିଏ ଦେଶ, ଗୋଟିଏ ଟକସ’ ଆଭିମୁଖ୍ୟକୁ ପୂରଣ କରିପାରିଛି ।”

HS


(ରିଲିଜ ଆଡି: 1838650) ପରିଦର୍ଶକ କାଉଣ୍ଟର : 230