ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପିଏସଏଲଭି ସି୫୩ ଦ୍ୱାରା ମହାକାଶକୁ ଭାରତୀୟ ଷ୍ଟାର୍ଟ-ଅପ୍ସଙ୍କ ଦୁଇଟି ପେ-ଲୋଡର ସଫଳ ଉତକ୍ଷେପଣ ପାଇଁ ଇନ-ସ୍ପେସ ଓ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 JUL 2022 9:20AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି ସି୫୩ ଦ୍ୱାରା ମହାକାଶକୁ ଭାରତୀୟ ଷ୍ଟାର୍ଟ-ଅପ୍ସଙ୍କ ଦୁଇଟି ପେ-ଲୋଡର ସଫଳ ଉତକ୍ଷେପଣ ପାଇଁ ଇନ-ସ୍ପେସ ଓ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ ଜଣାଇଛନ୍ତି;
“ଭାରତୀୟ ଷ୍ଟାର୍ଟଅପ୍ସଙ୍କ ଦୁଇଟି ପେ-ଲୋଡ ମହାକାଶକୁ ଉତକ୍ଷେପଣ କରି ପିଏସଏଲଭି ସି୫୩ ମିଶନ ନୂତନ କୀର୍ତ୍ତିମାନ ହାସଲ କରିଛି । ଏହି ସଫଳତା ପାଇଁ @INSPACeIND ଓ @isroକୁ ଅଭିନନ୍ଦନ । ନିକଟ ଭବିଷ୍ୟତରେ ଆହୁରି ଅନେକ ଭାରତୀୟ କମ୍ପାନୀ ମହାକାଶରେ ପହଞ୍ଚିବେ ବୋଲି ଦୃଢନିଶ୍ଚିତ ।”
SR
(ରିଲିଜ ଆଡି: 1838541)
ପରିଦର୍ଶକ କାଉଣ୍ଟର : 220
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam