ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଋଥ ଯାତ୍ରା ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 JUL 2022 9:25AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରଥ ଯାତ୍ରା ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସମ୍ପ୍ରତି ମନ କି ବାତ କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତିରେ ରଥ ଯାତ୍ରାର ମହତ୍ୱ ଉପରେ ଶ୍ରୀ ମୋଦୀ ତାଙ୍କ ମତର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ରଥ ଯାତ୍ରାର ବିଶେଷ ଦିନରେ ଶୁଭେଚ୍ଛା ଆମେ ଲଗାତାର ଅଶୀର୍ବାଦ ପାଇଁ ଭଗବାନ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ଆସନ୍ତୁ ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ ପାଇଁ ଆଶୀର୍ବାଦ ପ୍ରାପ୍ତ ହେବା

ସମ୍ପ୍ରତି ମନ  କି ବାତ୍କାର୍ଯ୍ୟକ୍ରମରେ ମୁଁ ରଥ ଯାତ୍ରା ଏବଂ ଆମ ସଂସ୍କୃତିରେ ଏକ ଯାତ୍ରାର ମହତ୍ୱ ବିଷୟରେ ଯାହା କହିଥିଲି ତାହା ସେୟାର କରିଛି

HS


(ରିଲିଜ ଆଡି: 1838535) ପରିଦର୍ଶକ କାଉଣ୍ଟର : 210