ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନାମୋ ଆପରେ ୨୬ ଜୁନ୍ ୨୦୨୨ ‘ମନ୍ କି ବାତ୍' ଆଧାରରେ କୁଇଜରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
29 JUN 2022 9:10PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାମୋ ଆପରେ ୨୬ ଜୁନ୍ ୨୦୨୨ ‘ମନ୍ କି ବାତ୍' ଆଧାରରେ କୁଇଜରେ ଭାଗ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଚଳିତ ମାସର ‘ମନ୍ କି ବାତ୍' ବିଭିନ୍ନ ପ୍ରସଙ୍ଗ ଯଥା ମହାକାଶରେ ଭାରତର ପ୍ରଗତି, "ବର୍ଜ୍ୟ ରୁ ସମ୍ପଦ" ପାଇଁ ସାମୂହିକ ପ୍ରୟାସ, ଆମର ଆଥଲେଟମାନଙ୍କ ସଫଳତା ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଛି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଏହି ମାସର ମାନ କି ବାତ୍ ସମୟରେ, ଆମେ ମହାକାଶରେ ଭାରତର ସଫଳତା, ‘ବର୍ଜ୍ୟ ରୁ ସମ୍ପଦ’ ପାଇଁ ସାମୂହିକ ପ୍ରୟାସ, ଆମର ଆଥଲେଟମାନଙ୍କ ସଫଳତା ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲୁ । ନାମୋ ଆପ୍ରେ ଏପିସୋଡ୍ ଉପରେ ଆଧାରିତ ଏକ କୁଇଜ୍ ରହିଛି । ଏଥିରେ ଅଂଶଗ୍ରହଣ କରନ୍ତୁ ।”
HS
(ରିଲିଜ ଆଡି: 1838267)
ପରିଦର୍ଶକ କାଉଣ୍ଟର : 211
ଏହି ରିଲିଜ ପଢନ୍ତୁ :
Telugu
,
Bengali
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam