ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ପାଲୋନଜୀ ମିସ୍ତ୍ରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 JUN 2022 11:15AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଶିଳ୍ପପତି ଶ୍ରୀ ପାଲୋନଜୀ ମିସ୍ତ୍ରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଶ୍ରୀ ପାଲୋନଜୀ ମିସ୍ତ୍ରୀଙ୍କ ଦେହାନ୍ତରେ ଦୁଃଖିତ । ସେ ବାଣିଜ୍ୟ ଏବଂ ଶିଳ୍ପ ଜଗତରେ ସ୍ମରଣୀୟ ଅବଦାନ ରଖିଥିଲେ । ତାଙ୍କ ପରିବାର, ବନ୍ଧୁ ଏବଂ ଅସଂଖ୍ୟ ଶୁଭେଚ୍ଛୁମାନଙ୍କୁ ମୋର ସମବେଦନା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।”

HS


(ରିଲିଜ ଆଡି: 1837765) ପରିଦର୍ଶକ କାଉଣ୍ଟର : 150