ଅର୍ଥ ମନ୍ତ୍ରଣାଳୟ

ମେ ୨୦୨୨ରେ ୧, ୪୦, ୮୮୫ କୋଟି ଟଙ୍କା ମୋଟ ଜିଏସ୍‌ଟି ରାଜସ୍ୱ ଆଦାୟ; ଗତ ଏହି ସମୟ ତୁଳନାରେ ଶତକଡା ୪୪ଭାଗ ଅଧିକ


ଜିଏସ୍‌ଟି ପ୍ରବର୍ତ୍ତନ ହେବା ପରଠାରୁ ଚତୁର୍ଥଥର ପାଇଁ ଏହାର ଆଦାୟ ୧. ୪୦ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ମାର୍ଚ୍ଚ ୨୦୨୨ରୁ ଲଗାତାର ତୃତୀୟ ମାସ ନିମନ୍ତେ

Posted On: 01 JUN 2022 1:28PM by PIB Bhubaneshwar

ମେ ୨୦୨୨ରେ ମୋଟ ଜିଏସ୍‌ଟି  ରାଜସ୍ୱ ଆଦାୟ ପରିମାଣ ୧, ୪୦, ୮୮୫ କୋଟି ଟଙ୍କା ହୋଇଛି । ସେଥିରୁ ସିଜିଏସ୍‌ଟି ୨୫, ୦୩୬ କୋଟି ଟଙ୍କା ହୋଇଥିବାବେଳେ ଏସଜିଏସ୍‌ଟି ୩୨, ୦୦୧ କୋଟି ଓ ଆଇଜିଏସ୍‌ଟି ୭୩,୩୪୫କୋଟି ଟଙ୍କା (୩୭,୪୬୯କୋଟି ଟଙ୍କା ଜିନିଷପତ୍ର ଆମଦାନୀ ବାବଦ) ଓ ସେସ୍ ୧୦, ୫୦୨ କୋଟି (ସେଥିରୁ ୯୩୧କୋଟି ସାମଗ୍ରୀ ଆମଦାନୀ ବାବଦକୁ ଆସିଛି ।

ସରକାର ଆଇଜିଏସ୍‌ଟିରୁ ୨୭, ୯୨୪ କୋଟି ଟଙ୍କା ସିଜିଏସ୍‌ଟି ଓ ୨୩, ୧୨୩ କୋଟି ଟଙ୍କା ଏସଜିଏସ୍‌ଟି ବାବଦକୁ ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ୱ ମେ ୨୦୨୨ ନିୟମିତ ଧାର୍ଯ୍ୟ ଆବଣ୍ଟନ ପରେ ସିଜିଏସ୍‌ଟି ପାଇଁ ୫୨,୯୬୦ କୋଟି ଓ ଏଜସିଏସ୍‌ଟି  ବାବଦକୁ ୫୫, ୧୨୪କୋଟି ଟଙ୍କା ହୋଇଛି । ଏହା ବ୍ୟତୀତ କେନ୍ଦ୍ର ୩୧.୫.୨୦୨୨ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ବାବଦ ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଗତବର୍ଷ ଏହି ମାସ ସୁଦ୍ଧା ଜିଏସ୍‌ଟି ରାଜସ୍ୱ ୯୭, ୮୨୧ କୋଟି ଟଙ୍କା ଥିବାବେଳେ ମେ ୨୦୨୨ ରେ ଏହା ଶତକଡା ୪୪ଭାଗ ବୃଦ୍ଧି ପାଇଛି । ଏହି ମାସରେ ରାଜସ୍ୱ ଜିନିଷପତ୍ର ଆମଦାନୀ କ୍ଷେତ୍ରରେ ଶତକଡା ୪୩ଭାଗ ଘରୋଇ ନେଣଦେଣ ତୁଳନାରେ ଅଧିକ ହୋଇଛି (ରପ୍ତାନୀ ସେବାରୁ) ଶତକଡା ୪୪ ଭାଗ ଅଧିକ ଗତବର୍ଷ ଏହି ସମୟ ମଧ୍ୟରେ ହୋଇଛି । ଜିଏସ୍‌ଟି ପ୍ରବର୍ତ୍ତନ ହେବା ପରଠାରୁ ଚତୁର୍ଥ ଥର ପାଇଁ ମାସିକ ଜିଏସ୍‌ଟି ଆଦାୟ ୧. ୪୦ ଲକ୍ଷ କୋଟି ଅତିକ୍ରମ କରିଛି  ଓ ଲଗାତାର ମାର୍ଚ୍ଚ ୨୦୨୨ ଠାରୁ ତୃତୀୟମାସ ଲାଗି ଏହା ହୋଇଛି । ମେ ମାସର ଆଦାୟ ଯାହା ଏପ୍ରିଲ ମାସ ରିଟର୍ଣ୍ଣରୁ ଆସିଥାଏ ଓ ଏହା ଆର୍ଥିକ ବର୍ଷର ପ୍ରଥମ ମାସ ହୋଇଥିବାରୁ ଏପ୍ରିଲରେ କମ୍ ଥାଏ  ଓ ଏପ୍ରିଲ ମାର୍ଚ୍ଚ ଆର୍ଥିକ ବର୍ଷର ଶେଷ ମାସ ଦୃଷ୍ଟିରୁ ମାର୍ଚ୍ଚର ରିଟର୍ଣ୍ଣି ଉପରେ ନିର୍ଭରଶୀଳମାତ୍ର ଖୁବ୍ ଉ୍‌ତ୍ସାହପ୍ରଦ ବିଷୟ ଏହି ଯେ ଏପରିକି ମେ ୨୦୨୨ ମଧ୍ୟ ରାଜସ୍ୱ ଆଦାୟ ୧. ୪୦ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରିଛି । ଏପ୍ରିଲ ୨୦୨୨ରେ ଇ-ୱେ ବିଲ୍ ବାବଦକୁ ୭.୪ କୋଟି ଟଙ୍କା ମିଳିଥିବା ବେଳେ ଏହମାର୍ଚ୍ଚ ୨୦୨୨ ଇ-ୱେ ବିଲ୍ ୭.୭କୋଟିରୁ ଶତକଡା ୪ ଭାଗ କମ୍ ରହିଛି । ତଳେ ଦର୍ଶାଯାଇଥିବା ଗ୍ରାଫରେ ଚଳିତବର୍ଷର ଜିଏସ୍‌ଟି ରାଜସ୍ୱ ତାରତମ୍ୟ ଦର୍ଶାଯାଇଛି ଏଥିରେ ପ୍ରତ୍ୟେକ ରାଜ୍ୟର ୨୦୨୦ମେରେ ଜିଏସଟି ଆଦାୟ ପରିମାଣ ଓ ୨୦୨୧ ଆଦାୟ ପରିମାଣର ତୁଳନାତ୍ମକ ବିବରଣୀ ପ୍ରଦାନ କରାଯାଇଛି ।

State-wise growth of GST Revenues during May 2022[1]

State

May-21

May-22

Growth

Jammu and Kashmir

232

372

60%

Himachal Pradesh

540

741

37%

Punjab

1,266

1,833

45%

Chandigarh

130

167

29%

Uttarakhand

893

1,309

46%

Haryana

4,663

6,663

43%

Delhi

2,771

4,113

48%

Rajasthan

2,464

3,789

54%

Uttar Pradesh

4,710

6,670

42%

Bihar

849

1,178

39%

Sikkim

250

279

12%

Arunachal Pradesh

36

82

124%

Nagaland

29

49

67%

Manipur

22

47

120%

Mizoram

15

25

70%

Tripura

39

65

67%

Meghalaya

124

174

40%

Assam

770

1,062

38%

West Bengal

3,590

4,896

36%

Jharkhand

2,013

2,468

23%

Odisha

3,197

3,956

24%

Chattisgarh

2,026

2,627

30%

Madhya Pradesh

1,928

2,746

42%

Gujarat

6,382

9,321

46%

Daman and Diu

0

0

153%

Dadra and Nagar Haveli

228

300

31%

Maharashtra

13,565

20,313

50%

Karnataka

5,754

9,232

60%

Goa

229

461

101%

Lakshadweep

0

1

148%

Kerala

1,147

2,064

80%

Tamil Nadu

5,592

7,910

41%

Puducherry

123

181

47%

Andaman and Nicobar Islands

48

24

-50%

Telangana

2,984

3,982

33%

Andhra Pradesh

2,074

3,047

47%

Ladakh

5

12

134%

Other Territory

121

185

52%

Center Jurisdiction

141

140

0%

Grand Total

70,951

1,02,485

44%

 

[1]Does not include GST on import of goods

****

SM/SLP



(Release ID: 1830184) Visitor Counter : 190