ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଥୋମାସ କପ୍ ଜିତିବା ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 15 MAY 2022 4:20PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଥୋମାସ କପ ଜିତିବା ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଭାରତୀୟ ବ୍ୟାଡମିଣ୍ଟନ ଦଳ ଇତିହାସ ରଚିଛି! ଥୋମାସ କପ ଜିତିବା ଦ୍ୱାରା ସମଗ୍ର ଦେଶ ଆନନ୍ଦିତ ହୋଇଛି! ଆମର ସଫଳ ଦଳକୁ ଅଭିନନ୍ଦନ ଏବଂ ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା । ଏହି ବିଜୟ ଆଗାମୀ ଦିନର ବହୁ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବ ।”

HS


(रिलीज़ आईडी: 1825645) आगंतुक पटल : 225
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam