ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ଭାରତୀୟ ବୈଜ୍ଞାନିକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 MAY 2022 9:29AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମର ପ୍ରତିଭାବାନ ବୈଜ୍ଞାନିକ ଏବଂ ୧୯୯୮ ରେ ପୋଖାରାନ ପରୀକ୍ଷଣରେ ସଫଳ ହୋଇଥିବା ପ୍ରୟାସ ପ୍ରତି କୃତଜ୍ଞତା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆଜି, ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ, ଆମେ ଆମର ପ୍ରତିଭାବାନ୍ବୈଜ୍ଞାନିକ ତଥା ସେମାନଙ୍କର ଉଦ୍ୟମକୁ କୃତଜ୍ଞତା ଜଣାଉଛୁ ଯାହା ୧୯୯୮ ରେ ସଫଳ ପୋଖରାନ୍ ପରୀକ୍ଷଣକୁ ଆଗେଇ ନେଇଛି ଆମେ ଅଟଳ ଜୀଙ୍କ ନେତୃତ୍ୱକୁ ଗର୍ବର ସହିତ ମନେ ପକାଉଛୁ ଯିଏ ଅସାଧାରଣ ରାଜନେିତିକ ସାହସ ଏବଂ ନେତୃତ୍ୱ ଦେଖାଇଥିଲେ

HS


(ରିଲିଜ ଆଡି: 1824394) ପରିଦର୍ଶକ କାଉଣ୍ଟର : 167