ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୧୮୫୭ ଘଟଣାବଳୀରେ ଭାଗ ନେଇଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ପୋଷ୍ଟ କରାଯିବା ଦିନାଙ୍କ:
10 MAY 2022 10:23AM by PIB Bhubaneswar
୧୮୫୭ ଘଟଣାବଳୀରେ ଭାଗ ନେଇ ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“୧୮୫୭ର ଆଜିର ଦିନରେ ଐତିହାସିକ ପ୍ରଥମ ସ୍ୱାଧୀନତା ସଂଗ୍ରାମର ସୂତ୍ରପାତ ହୋଇଥିଲା, ଯାହା ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମର ବହ୍ନିକୁ ପ୍ରଜ୍ୱଳିତ କରିଥିଲା ଓ ଔପନିବେଶିକ ଶାସନର ଭିତ୍ତିକୁ ଦୁର୍ବଳ କରି ଦେଇଥିଲା । ୧୮୫୭ ଘଟଣାବଳୀରେ ଭାଗ ନେଇ ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।”
SR
(ରିଲିଜ ଆଡି: 1824325)
ପରିଦର୍ଶକ କାଉଣ୍ଟର : 225
ଏହି ରିଲିଜ ପଢନ୍ତୁ :
Marathi
,
Kannada
,
Tamil
,
Telugu
,
Malayalam
,
Bengali
,
Assamese
,
English
,
Urdu
,
हिन्दी
,
Manipuri
,
Punjabi
,
Gujarati