ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାରାଷ୍ଟ୍ର ଦିବସ ଅବସରରେ ମହାରାଷ୍ଟ୍ରର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 01 MAY 2022 8:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଦିବସ ଅବସରରେରେ ମହାରାଷ୍ଟ୍ରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ମହାରାଷ୍ଟ୍ରବାସୀଙ୍କ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମହାରାଷ୍ଟ୍ର ଦିବସ ଅବସରରେ ମହାରାଷ୍ଟ୍ରବାସୀଙ୍କୁ ଶୁଭେଚ୍ଛା । ଏହି ରାଜ୍ୟ ଦେଶର ପ୍ରଗତିରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । ରାଜ୍ୟର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ପ୍ରତିପାଦନ କରିଛନ୍ତି । ମହରାଷ୍ଟ୍ରର ଲୋକଙ୍କ ସମୃଦ୍ଧି ପାଇଁ ମୁଁ ପ୍ରାର୍ଥନା କରୁଛି ।”

HS


(रिलीज़ आईडी: 1821781) आगंतुक पटल : 175
इस विज्ञप्ति को इन भाषाओं में पढ़ें: Malayalam , Malayalam , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada