ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୨୪ ଏପ୍ରିଲ୍ ‘ମନ୍ କି ବାତ୍‌' ଉପରେ ଆଧାରିତ ଦୁଇଟି କୁଇଜ୍ ରେ NaMo App ଜରିଆରେ ଭାଗ ନେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 APR 2022 5:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ NaMo App ରେ ୨୪ ଏପ୍ରିଲ ‘ମନ୍ କି ବାତ୍‌' କାର୍ଯ୍ୟକ୍ରମ ଉପରେ ଆଧାର କରି ଲୋକଙ୍କୁ ଦୁଇଟି କୁଇଜରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । ଲୋକମାନେ କିଭଳି ଏଥିରେ ଅଂଶଗ୍ରହଣ କରିପାରିବେ ସେଥିପାଇଁ ଶ୍ରୀ ମୋଦୀ କୁଇଜ୍ ର ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ଏଥର, NaMo Appରେ ଗତକାଲିର ମନ କି ବାତ୍‍ ଉପରେ ଆଧାର କରି ଗୋଟିଏ ନୁହେଁ ଦୁଇଟି କୁଇଜ୍ ଅଛି ।

ସେଥିମଧ୍ୟରୁ ଗୋଟିଏ ସମଗ୍ର କାର୍ଯ୍ୟକ୍ରମ ବିଷୟରେ ଏବଂ ଦ୍ୱିତୀୟଟି ଭାରତର ବିଭିନ୍ନ ସଂଗ୍ରହାଳୟ ଉପରେ ରହିଛି । ଉଭୟରେ ଅଂଶଗ୍ରହଣ କରନ୍ତୁ ।

narendramodi.in/museumquiz

narendramodi.in/mkbquiz

 

HS



(Release ID: 1819905) Visitor Counter : 154