ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏପ୍ରିଲ ୨୪ରୁ ବେଙ୍ଗଲୁରୁ ଠାରେ ଆରମ୍ଭ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାକୁ ସମ୍ବୋଧିତ କରିବେ

Posted On: 23 APR 2022 10:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆସନ୍ତାକାଲି (ଏପ୍ରିଲ ୨୪)ରୁ ବେଙ୍ଗଲୁରୁ ଠାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଉଦଘାଟନ ହେବା ବେଶ ଖୁସିର କଥା । ଏହି କ୍ରୀଡା ଯୁବ କ୍ରୀଡା ପ୍ରତିଭାଙ୍କୁ ଆଗେଇ ନେବାରେ ବେଶ ସହାୟକ ହେବ । ଆସନ୍ତାକାଲି ସନ୍ଧ୍ୟାରେ କ୍ରୀଡା ଉଦଘାଟନ ଅବସରରେ ନିଜ ଅଭିଭାଷଣ ଶେୟାର କରିବେ ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଆସନ୍ତାକାଲି, ଏପ୍ରିଲ ୨୪ରୁ ବେଙ୍ଗଲୁରୁ ଠାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ଉଦଘାଟନ ହେବା ବେଶ ଖୁସିର କଥା । ଏହି କ୍ରୀଡା ଯୁବ କ୍ରୀଡା ପ୍ରତିଭାଙ୍କୁ ଆଗେଇ ନେବାରେ ବେଶ ସହାୟକ ହେବ । ଆସନ୍ତାକାଲି ସନ୍ଧ୍ୟାରେ କ୍ରୀଡା ଉଦଘାଟନ ଅବସରରେ ନିଜ ଅଭିଭାଷଣ ଶେୟାର କରିବି ।”  

 

SR



(Release ID: 1819518) Visitor Counter : 171