ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଧରିତ୍ରୀ ଦିବସରେ ପୃଥିବୀ ମାତାଙ୍କୁ କୃତଜ୍ଞତା ଜଣାଇଥିବା ଏକ ଭିଡିଓ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 22 APR 2022 10:59AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧରିତ୍ରୀ ଦିବସ ହେଉଛି ପୃଥିବୀ ମାତାଙ୍କୁ ତାଙ୍କର ଦୟା ପାଇଁ କୃତଜ୍ଞତା ଜଣାଇବା ଏବଂ ଆମ ଗ୍ରହର ଯତ୍ନ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଧରିତ୍ରୀ ଦିବସ ପୃଥିବୀ ମାତାଙ୍କୁ ତାଙ୍କର ଦୟା ପାଇଁ କୃତଜ୍ଞତା ଜଣାଇବା ଏବଂ ଆମ ଗ୍ରହର ଯତ୍ନ ନେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇବା ଉପରେ ପର୍ଯ୍ୟବେସିତ ।”

HS


(ରିଲିଜ ଆଡି: 1818963) ପରିଦର୍ଶକ କାଉଣ୍ଟର : 223