ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ପଣା ସଙ୍କ୍ରାନ୍ତି ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
14 APR 2022 9:15AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ପଣା ସଙ୍କ୍ରାନ୍ତିରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ପଣା ସଙ୍କ୍ରାନ୍ତିର ଶୁଭେଚ୍ଛା ।
ନୂତନ ବର୍ଷ ପ୍ରଚୁର ସୁଖରେ ପରିପୂର୍ଣ୍ଣ ହେଉ ।
ଆମ ସମାଜରେ ଭାଇଚାରାର ଆବେଗ ଆଗକୁ ବଢୁ ଏବଂ ସମସ୍ତେ ଉତ୍ତମ ସ୍ୱାସ୍ଥ ଲାଭ କରନ୍ତୁ ।”
HS
(रिलीज़ आईडी: 1816796)
आगंतुक पटल : 203
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam