ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବୋହାଗ ବିହୁ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
Posted On:
14 APR 2022 9:12AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୋହାଗ ବିହୁ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ବିଶେଷ ମହୋତ୍ସବ ଆସାମର ଯାଜୁଲ୍ୟମାନ ସଂସ୍କୃତିର ପ୍ରଦର୍ଶନ କରିଥାଏ । ଶ୍ରୀ ମୋଦୀ ଏହା ମଧ୍ୟ ଇଚ୍ଛା କରିଛନ୍ତି ଯେ ଏହି ବିହୁ ସମସ୍ତଙ୍କ ଜୀବନରେ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଶୁଭ ବୋହାଗ ବିହୁ!
ଏହି ବିଶେଷ ପର୍ବ ଆସାମର ଯାଜୁଲ୍ୟମାନ ସଂସ୍କୃତିକୁ ପ୍ରଦର୍ଶନ କରେ ।
ଏହି ବିହୁ ସମସ୍ତଙ୍କ ଜୀବନରେ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।”
HS
(Release ID: 1816794)
Visitor Counter : 204
Read this release in:
Kannada
,
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam