ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାବୁ ଜଗଜୀବନ ରାମଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 APR 2022 9:13AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାବୁ ଜଗଜୀବନ ରାମ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବାବୁ ଜଗଜୀବନ ରାମ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସ୍ୱାଧୀନତା ଆନ୍ଦୋଳନ ସମୟ କିମ୍ବା ସ୍ୱାଧୀନତା ପରବର୍ତ୍ତୀ ସମୟ ପାଇଁ ଆମ ଦେଶ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ମନେ ରଖିବ ତାଙ୍କର ପ୍ରଶାସନିକ ଦକ୍ଷତା ତଥା ଗରିବ ଲୋକଙ୍କ ପାଇଁ ଚିନ୍ତି ସକାଶେ ସେ ସର୍ବଦା ମନେ ରହିବେ

HS


(ରିଲିଜ ଆଡି: 1813582) ପରିଦର୍ଶକ କାଉଣ୍ଟର : 267