ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସାଜିବୁ ଚିରାଓବା ଅବସରରେ ମଣିପୁରର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
02 APR 2022 8:53AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ବିଶେଷକରି ସାଜିବୁ ଚିରାଓବା ଅବସରରେ ମଣିପୁରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସମସ୍ତଙ୍କୁ ବିଶେଷକରି ସାଜିବୁ ଚିରାଓବାର ବିଶେଷ ଉତ୍ସବରେ ମଣିପୁରର ସମସ୍ତ ଲୋକଙ୍କୁ ଶୁଭେଚ୍ଛା । ମୁଁ ଆଗାମୀ ଦିନର ଆନନ୍ଦ ଏବଂ ସୁସ୍ଥ ବର୍ଷ ପାଇଁ ପ୍ରାର୍ଥନା କରୁଛି ।”
HS
(रिलीज़ आईडी: 1812741)
आगंतुक पटल : 205
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam