ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପରୀକ୍ଷା ପେ ଚର୍ଚ୍ଚା ପାଇଁ ଉତ୍ସାହକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 MAR 2022 10:05AM by PIB Bhubaneswar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ ଲକ୍ଷ ଲୋକଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି ଯେଉଁମାନେ ଚଳିତ ବର୍ଷର ପାରୀକ୍ଷା ପେ ଚର୍ଚ୍ଚା ପ୍ରତି ମୂଲ୍ୟବାନ ମତ ସେୟାର କରିଛନ୍ତି । ପରୀକ୍ଷା ପେ ଚର୍ଚ୍ଚାରେ ଅବଦାନ ରଖିଥିବା ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା ପ୍ରତି ଉତ୍ସାହ ଅତୁଳନୀୟ । ଲକ୍ଷ ଲକ୍ଷ ଲୋକ ସେମାନଙ୍କର ମୂଲ୍ୟବାନ ଜ୍ଞାନ ଏବଂ ଅଭିଜ୍ଞତା ସେୟାର କରିଛନ୍ତି । ଯୋଗଦାନ କରିଥିବା ସମସ୍ତ ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ମୁଁ ଧନ୍ୟବାଦ ଜଣାଯାଉଛି ।

୧ ଏପ୍ରିଲରେ କାର୍ଯ୍ୟକ୍ରମକୁ ଅପେକ୍ଷା କରିଛି ।”

The enthusiasm towards this year’s Pariksha Pe Charcha has been phenomenal. Lakhs of people have shared their valuable insights and experiences. I thank all those students, parents and teachers who have contributed.

Looking forward to the programme on 1st April. https://t.co/nvXedTvh9F

— Narendra Modi (@narendramodi) March 30, 2022

HS


(ରିଲିଜ ଆଡି: 1811439) ପରିଦର୍ଶକ କାଉଣ୍ଟର : 202