ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପରୀକ୍ଷା ପେ ଚର୍ଚ୍ଚା ପାଇଁ ଉତ୍ସାହକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
30 MAR 2022 10:05AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ ଲକ୍ଷ ଲୋକଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି ଯେଉଁମାନେ ଚଳିତ ବର୍ଷର ପାରୀକ୍ଷା ପେ ଚର୍ଚ୍ଚା ପ୍ରତି ମୂଲ୍ୟବାନ ମତ ସେୟାର କରିଛନ୍ତି । ପରୀକ୍ଷା ପେ ଚର୍ଚ୍ଚାରେ ଅବଦାନ ରଖିଥିବା ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା ପ୍ରତି ଉତ୍ସାହ ଅତୁଳନୀୟ । ଲକ୍ଷ ଲକ୍ଷ ଲୋକ ସେମାନଙ୍କର ମୂଲ୍ୟବାନ ଜ୍ଞାନ ଏବଂ ଅଭିଜ୍ଞତା ସେୟାର କରିଛନ୍ତି । ଯୋଗଦାନ କରିଥିବା ସମସ୍ତ ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ମୁଁ ଧନ୍ୟବାଦ ଜଣାଯାଉଛି ।
୧ ଏପ୍ରିଲରେ କାର୍ଯ୍ୟକ୍ରମକୁ ଅପେକ୍ଷା କରିଛି ।”
The enthusiasm towards this year’s Pariksha Pe Charcha has been phenomenal. Lakhs of people have shared their valuable insights and experiences. I thank all those students, parents and teachers who have contributed.
Looking forward to the programme on 1st April. https://t.co/nvXedTvh9F
— Narendra Modi (@narendramodi) March 30, 2022
HS
(Release ID: 1811439)
Visitor Counter : 164
Read this release in:
Telugu
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam