ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନଭରୋଜ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 21 MAR 2022 9:30AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭରୋଜ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆମେ ନଭରୋଜକୁ ଏକ ପ୍ରାର୍ଥନା ସହିତ ଚିହ୍ନିତ କରିଥାଉ ଯାହା ଆଗାମୀ ବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ ଏବଂ ଭଲ ସ୍ୱାସ୍ଥ୍ୟ ଆଣିଦେଉ । ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେଉ ଏବଂ ଚାରିଆଡ଼େ ସୁଖ ସମୃଦ୍ଧି ବୃଦ୍ଧି ପାଉ ।”

ନଭରୋଜ ମୁବାରକ ! 

HS


(रिलीज़ आईडी: 1807540) आगंतुक पटल : 241
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam