ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୭ ମାର୍ଚ୍ଚ, ୨୦୨୨ ରେ ମନ୍ କି ବାତ ପାଇଁ ନିଜ ନିଜର ମତ ଦେବାକୁ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 MAR 2022 10:12AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ମାର୍ଚ୍ଚ ୨୦୨୨ ରେ ମନ କି ବାତ ପାଇଁ ମତାମତ ଏବଂ ପରାମର୍ଶ ଦେବାକୁ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛନ୍ତି

ଏହି ମାସର ମନ୍କି ବାତ୍କାର୍ଯ୍ୟକ୍ରମ ୨୭ ତାରିଖରେରେ ଅନୁଷ୍ଠିତ ହେବ ସବୁଥର ପରି, ମୁଁ ମଧ୍ୟ ଆପଣଙ୍କ ଠାରୁ ସମାନ ମତାମତ ପାଇବାକୁ ଆଶା କରୁଛି MyGov, NaMo App ରେ ଲେଖନ୍ତୁ କିମ୍ବା ୧୮୦୦-୧୧-୭୮୦୦ ନମ୍ବରକୁ ଫୋନ କରି ଆପଣଙ୍କର ବାର୍ତ୍ତା ରେକର୍ଡ କରନ୍ତୁ

HS


(ରିଲିଜ ଆଡି: 1806153) ପରିଦର୍ଶକ କାଉଣ୍ଟର : 222