ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶିଷ୍ଟ କନ୍ନଡ ଲେଖକ ତଥା କବି ଶ୍ରୀ ଚେନ୍ନାଭିରା କାନାଭିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି

Posted On: 16 FEB 2022 7:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ କନ୍ନଡ ଲେଖକ ତଥା କବି ଶ୍ରୀ ଚେନ୍ନାଭିରା କାନାଭିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ଚେନ୍ନାଭିରା କାନାଭୀଙ୍କ ମହାନ କବିତା ଏବଂ ଲେଖା ଦଶନ୍ଧି ଧରି କନ୍ନଡ ସାହିତ୍ୟକୁ ସମୃଦ୍ଧ କରିପାରିଛି । ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”

HS



(Release ID: 1798914) Visitor Counter : 159